ବେକୁଳା Bekuḻā

  • ଦେ. ବିଣ. ପୁଂ (ସଂ. କୁଳ) — ନୀଚକୁଳୋଦ୍ଭବ, ଅକୁଳା — Born of a low family
  • ଦେ. ବିଣ. ପୁଂ (ସଂ. କୁଳ) — ଜାତିଭ୍ରଷ୍ଟ — Outcasted
  • ଦେ. ବିଣ. ପୁଂ (ସଂ. କୁଳ) — ଯାହାର କୁଳର ବା ବଂଶର ବିଷୟ କାହାକୁ ଜଣା ନାହିଁ — Of unknown origin