ବେକୀ Bekī

  • ଦେ. ବି — ଛୋଟ ମାଟି ଘଡ଼ି — A small earthen pitcher
  • ଦେ. ବି — [ଉ— ଠେକି ପଚାରେ ବେକୀ ଲୋ। ତତେ କୋଉ ମଣିଷରେ ଲେଖି ଲୋ? ଢଗ।]
  • ଦେ. ବି — ଦେବାଳୟର ଅଂଶ ବିଶେଷ — A part (neck) of the temple
  • ଦେ. ବି — [ଦ୍ର—ଏହା ଅଅଁଳାର ତଳ ସରୁ ଅଂଶ ଅଟେ; ଏହା ଦେଉଳର ବେକପରି। ଦେଉଳ ତଳରେ ଦିଆଯାଇଥିବା ଚିତ୍ର ଦେଖ।]