ବେକାରବାରି Bekārabāri

  • ବୈଦେ. ବିଣ (ଫା. ବେକାର୍ବାର୍) — ଯେଉଁ ସମୟରେ ବ୍ଯବସାୟ ଚଳୁ ନଥାଏ — Dull (time); when there is no business
  • ବୈଦେ. ବିଣ (ଫା. ବେକାର୍ବାର୍) — ବ୍ଯବସାୟ ରହିତ ବ୍ୟକ୍ତି — Destitute of any employment or bisiness
  • ବି — ବ୍ଯବସାୟ ରହିତ ଅବସ୍ଥା — Want of employment or business