ବେକରେ କଠା ପକେଇବା Bekare kathā pakeibā

  • ଦେ. କ୍ରି. — ବେକ ଚିପି ମାରି ଦେବା — To kill a person by pressing his neck with the two hands as with a vice
  • ଦେ. କ୍ରି. — (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ଖୁବ୍ ବାଧ୍ୟ ବା ଜବରଦସ୍ତି କରି ତାଦ୍ୱାରା କୌଣସି କାର୍ଯ୍ୟ କରାଇ ନେବା — To force or coerce a person to do a work