ବେଉନ୍ତିବା Beuntibā
- ଦେ. କ୍ରି (ସଂ. ବଣ୍ଟଧାତୁ) — ବଣ୍ଟନ କରିବା — To distribute
- ଦେ. କ୍ରି (ସଂ. ବଣ୍ଟଧାତୁ) — ବରାଦ କରିବା — To arrange
- ଦେ. କ୍ରି (ସଂ. ବଣ୍ଟଧାତୁ) — ବହୁଲୋକଙ୍କୁ କାର୍ଯ୍ୟ ବାଣ୍ଟିବା — To distribute work to many people
- ଦେ. କ୍ରି (ସଂ. ବଣ୍ଟଧାତୁ) — କାର୍ଯ୍ୟକ୍ରମ ବହୁଲୋକଙ୍କ ମଧ୍ୟରେ ବାଣ୍ଟିଦେବା — To make a division of labour amongst many workers