ବେ ଶୁର୍ Be ṡur

  • ବୈଦେ. ବିଣ—(ଫା) — ବେହୋସ; ଚୈତନ୍ୟହୀନ — Unconscious
  • ଦେ. ବିଣ (ଫା. ବେ+ସଂ. ସ୍ୱର) — ସ୍ୱରର ଅମେଳ ହେତୁ ଶ୍ରୁତିକଟୁ — 2. Unmelodius of unharmonious tune
  • ଦେ. ବିଣ (ଫା. ବେ+ସଂ. ସ୍ୱର) — ପରସ୍ପର ସଙ୍ଗେ ଅମେଳ — Discordant