ବେ ଲିଆଜି Be liāji

  • ଦେ. ବି (ଫା. ବେ=ନିହାଜ୍=ସ୍ମରଣ) — ବିସ୍ମରଣ — Forgetting
  • ଦେ. ବି (ଫା. ବେ=ନିହାଜ୍=ସ୍ମରଣ) — ଅଟକଳର ଅଭାବ; ବେଅନ୍ଦାଜ — Want of idea of proportion
  • ଦେ. ବିଣ — ଯେ ପାଶୋରି ପକାଏ — Forgetful
  • ଦେ. ବିଣ — ଯାହାର ଅଟକଳର ଜ୍ଞାନ ନାହିଁ — Having no sense of proportion