ବେ ମୋହୋବତ Be mohobat
- ବୈଦେ. ବି (ଫା. ବେମୁହବ୍ୱତ୍) — ଚକ୍ଷୁଲଜ୍ଜାର ଅଭାବ — Disregard and want of consideration for the feelings of others
- ବୈଦେ. ବି (ଫା. ବେମୁହବ୍ୱତ୍) — ଅନୁରୋଧ, ଉପରୋଧାଦି ରକ୍ଷା ନ କରିବା — Want of acting to please another
- ବୈଦେ. ବି (ଫା. ବେମୁହବ୍ୱତ୍) — ନିର୍ମମତା — Want of sympathy
- ବୈଦେ. ବିଣ — ଯାହାର ଚକ୍ଷୁଲଜ୍ଜା ନାହିଁ — Disregardful or insensitive to the feelings of others
- ବୈଦେ. ବିଣ — ଯେ ପରର ଉପରୋଧ ଅନୁରୋଧ ରକ୍ଷା ନ କରେ — Having no fear for another person's favour or displeasure
- ବୈଦେ. ବିଣ — ଯେ ପରର ମନ ଜଗି କାମ କରିବାକୁ ଚେଷ୍ଟା ନ କରେ — Not acting to please another
- ବୈଦେ. ବିଣ — ନିର୍ଦ୍ଦୟ — Unkind
- ବୈଦେ. ବିଣ — ନିର୍ମମ — Unsympathetic