ବେ ମୁରୁବୀ Be murubī

  • ବୈଦେ. ବିଣ (ଫା. ବେ+ମୁରୁବୀ=ରକ୍ଷକ) — ରକ୍ଷକ ବା ଅଭିଭାବକବିହୀନ — Guardianless
  • ବୈଦେ. ବିଣ (ଫା. ବେ+ମୁରୁବୀ=ରକ୍ଷକ) — ଅସ୍ୱାମିକ — Masterless
  • ବୈଦେ. ବିଣ (ଫା. ବେ+ମୁରୁବୀ=ରକ୍ଷକ) — (ଲକ୍ଷଣାର୍ଥ) ଉଚ୍ଛୁଙ୍ଖଳ — Unrestrained
  • ବୈଦେ. ବିଣ (ଫା. ବେ+ମୁରୁବୀ=ରକ୍ଷକ) — ଯାହାର କେହି ମୁରବୀ ବା ସହାୟକ ନ ଥାଏ — Without a protector or patron