ବେ ମୁରାତପ୍ Be murātap
- ବୈଦେ. ବିଣ (ଫା. ବେ+ମୁରାତିବ୍= ସମ୍ମାନ) — ନିର୍ଲ୍ଲଜ — Shameless
- ବୈଦେ. ବିଣ (ଫା. ବେ+ମୁରାତିବ୍= ସମ୍ମାନ) — ମର୍ଯ୍ଯାଦାହୀନ; ସମ୍ମାନବିହୀନ — Undignified; destitute of honour or dignity
- ବୈଦେ. ବିଣ (ଫା. ବେ+ମୁରାତିବ୍= ସମ୍ମାନ) — ଅପମାନକାରକ — Disrespectful
- ବୈଦେ. ବିଣ (ଫା. ବେ+ମୁରାତିବ୍= ସମ୍ମାନ) — ଅସମ୍ମାନିତ — Dishonoured