ବେ ମିହନତ୍ Be mihanat

  • ବୈଦେ. ବିଣ (ଫା. ବେମେହନ୍ନତ) — ସୁସ୍ଥୀ; ଯେ ପରିଶ୍ରମ କରେ ନାହିଁ, କୋଢ଼ିଆ; ଅଳସୁଆ — Idle
  • ବୈଦେ. ବିଣ (ଫା. ବେମେହନ୍ନତ) — ଶ୍ରମବିମୁଖ; ପରିଶ୍ରମକାତର — Not laborious
  • ବୈଦେ ବି. ପରିଶ୍ରମର ଅଭାବ — Want of labour