ବେ ବରାଦିତ୍ Bebarādit
- ବୈଦେ. ବିଣ.—(ଫା. ବେ—ବରାଅର୍ଦ୍ଦ) — ବ୍ଯବସ୍ଥାହୀନ — Unmethodical; without proper arrangement
- ବୈଦେ. ବିଣ.—(ଫା. ବେ—ବରାଅର୍ଦ୍ଦ) — ଯାହା କର୍ମ ବା ଭାଗ୍ୟରେ ନାହିଁ — Not pre-ordained
- ବୈଦେ. ବିଣ.—(ଫା. ବେ—ବରାଅର୍ଦ୍ଦ) — ପୂର୍ବରୁ ବ୍ଯବସ୍ଥା କରା ଯାଇ ନ ଥିବା — Without pre-arrangement
- ବୈଦେ. ବିଣ.—(ଫା. ବେ—ବରାଅର୍ଦ୍ଦ) — ଯାହା ପୂର୍ବରୁ ଆଦେଶ ଦିଆ ଯାଇ ନାହିଁ — Not previously ordered for