ବେ ଦସ୍ତୁର Be dastur
- ବୈଦେ. ବିଣ. (ଫା. ବେ+ଦସ୍ତୁର=ନିୟମ) — ରୀତିବହିର୍ଭୂତ — Not customary; against custom or practice
- ବୈଦେ. ବିଣ. (ଫା. ବେ+ଦସ୍ତୁର=ନିୟମ) — ଅନିୟମିତ — Irregular
- ବୈଦେ. ବିଣ. (ଫା. ବେ+ଦସ୍ତୁର=ନିୟମ) — ଅବୈଧ; ବିଧି— ବିରୁଦ୍ଧ; ବେଆଇନ — Illegal
- ବୈଦେ. ବି — ବେଆଇନି କାର୍ଯ୍ୟ — Illegality
- ବୈଦେ. ବି — ଅନିୟମ — Irregularity