ବେ ଦରକାର Be darakāra

  • ବୈଦେ. ବିଣ. (ଫା. ବେଦରକାର) — ଅନାବଶ୍ୟକ — Unnecessary; useless
  • ବୈଦେ. ବିଣ. (ଫା. ବେଦରକାର) — (ଉ—* * ଦରକାରି ବେଦରକାରି କଥାମାନ ଅବିଶ୍ରାନ୍ତ ଚଳୁଅଛି। ଫକୀରମୋହନ. ଛଅମାଣ ଆଠଗୁଣ୍ଠ।)