ବେ ଥାକ୍ Be thāk
- ବୈଦେ. ବିଣ (ଫା. ବେ+ତାଗ୍=ଲକ୍ଷ୍ୟ) — ଲକ୍ଷ୍ୟଭ୍ରଷ୍ଟ; ଅପ୍ରାସଙ୍ଗିକ — Irrelevant not conforming to the present subject matter
- ବୈଦେ. ବିଣ (ଫା. ବେ+ତାଗ୍=ଲକ୍ଷ୍ୟ) — ଅସମ୍ବନ୍ଧ; ଗୋଳମାଳିଆ — Confused
- ବୈଦେ. ବିଣ (ଫା. ବେ+ତାଗ୍=ଲକ୍ଷ୍ୟ) — ଅସୁସଜ୍ଜିତ — Not well arranged
- ବୈଦେ. ବିଣ (ଫା. ବେ+ତାଗ୍=ଲକ୍ଷ୍ୟ) — ଶ୍ରେଣୀବଦ୍ଧ ହୋଇ ନ ଥିବା — Not arrayed