ବେ ତାର୍ Be tār
- ବୈଦେ. ବିଣ. (ଫା.) — ବୀଣା ଆଦି ଯନ୍ତ୍ରର ତାର ବିଗିଡ଼ି ଯାଇଥିବା — Deranged; out of tune (said of stringed instruments)
- ବୈଦେ. ବିଣ. (ଫା.) — ସ୍ୱାଦହୀନ; ବିସ୍ୱାଦ — Insipid; vapid; tasteless
- ବୈଦେ. ବିଣ. (ଫା.) — ତାରର ବିନା ସାହାଯ୍ଯରେ ପ୍ରେରିତ ବା ଚାଳିତ (ସଂବାଦବାହକ ଯନ୍ତ୍ର) — Wireless (message or instrument)
- ଦେ. ବି — ତାରର ସାହାଯ୍ୟ ବିନା ତଡିତ୍ଶକ୍ତି ବଳରେ ଦୂର ଦେଶକୁ ସଂବାଦ ପ୍ରେରଣ — Wireless telegraph