ବେ ତାକତି Be-tākati

  • ବୈଦେ. ବିଣ. (ଫା. ବେ+ତାକତ୍=ବଳ) — ଦୁର୍ବଳ; ଅକ୍ଷମ; ବଳହୀନ — Powerless;; weak; impotent; shorn of strength
  • ବୈଦେ. ବି — ଦୁର୍ବଳତା — Weakness; impotence