ବେ ଟାଇନି Be ṭāi ni

  • ବୈଦେ. ବିଣ—(ଫା. ବେ+ଇଂ. ଟାଇମ୍) — ଅସମୟରେ ଘଟିବା — Untimely
  • ବୈଦେ. ବିଣ—(ଫା. ବେ+ଇଂ. ଟାଇମ୍) — ଅନିୟମିତ — Irregular
  • ବୈଦେ. ବି. (ଫା. ଓ ଇଂ) — ନିର୍ଦ୍ଦିଷ୍ଟ ସମୟରେ ନ ଘଟିବା ଅବସ୍ଥା; ଅନିୟମ — Irregularity