ବେ ଜାବତା Be jābatā

  • ବୈଦେ. ବିଣ (ଫା) — ଅଶାସିତ — Undisciplined; unruly
  • ବୈଦେ. ବିଣ (ଫା) — ବେଇଜ୍ଜତ; ସଂଭ୍ରମ ହୀନ — Devoid of prestige
  • ବୈଦେ. ବିଣ (ଫା) — ଅନିୟମିତ — Irregular
  • ବୈଦେ. ବିଣ (ଫା) — ବେଆଇନ୍ — Illegal