ବେ ଜବାନ୍ Bejabān

  • ବୈଦେ. ବି (ଫା. ବେ+ଜବାନ୍=ବାକ୍ୟ — ବଦ୍ଜବାନ୍; ଅଶ୍ଳୀଳ ଭାଷାରେ ଗାଳି — Filthy abuse
  • ବୈଦେ. ବି (ଫା. ବେ+ଜବାନ୍=ବାକ୍ୟ — ଅଶ୍ଳୀଳ ଭାଷା — Obscene language
  • ବୈଦେ. ବିଣ — ଅଶ୍ଳୀଳ ଭାଷୀ — Obscene; using filthy language
  • ବୈଦେ. ବିଣ — ଯେ ଆପଣାର ପ୍ରତିଜ୍ଞା ରକ୍ଷା ନ କରେ — False to one's promise