ବେ ଚେଷ୍ଟା Be che shṭā

  • ଦେ. ବିଣ (ସଂ. ବିଚେଷ୍ଟ) — ରୋଗ ବା କ୍ଳାନ୍ତି ଯୋଗୁଁ ଅଜ୍ଞାନ; ଅଚେତା; — Unconscious (owing to illness or labour)
  • ଦେ. ବିଣ (ସଂ. ବିଚେଷ୍ଟ) — ନିଷ୍ପନ୍ଦ — Motionless
  • ଦେ. ବିଣ (ସଂ. ବିଚେଷ୍ଟ) — ଅଙ୍ଗାଦି ଚାଳନରେ ଅକ୍ଷମ — Incapable of moving one's limbs