ବେ ଚଇନ୍ Bechain

  • ବୈଦେ. ବିଣ. (ଫା ବେ+ଚୈନ୍=ସ୍ଥିରତା) ଅସ୍ଥିର — Restless
  • ବୈଦେ. ବିଣ. (ଫା ବେ+ଚୈନ୍=ସ୍ଥିରତା) ଚିନ୍ତିତ; ଉଦ୍ବିଗ୍ନ — Uneasy; anxious
  • ବୈଦେ. ବି. (ଫା) — ଅସ୍ଥିରତା — Restlessness