ବେ ଗାଫୁଲ୍ Be gāphul
- ବୈଦେ. ବି. (ଫା ବେଗାଫିଲ୍) ଅନ୍ୟାୟ କାର୍ଯ୍ୟ — Wrong
- ବୈଦେ. ବି. (ଫା ବେଗାଫିଲ୍) ଦେଷ — Fault
- ବୈଦେ. ବି. (ଫା ବେଗାଫିଲ୍) ଅସାବଧାନତା — Carelessness
- ବୈଦେ. ବି. (ଫା ବେଗାଫିଲ୍) ହେଳା — Negligence
- ବୈଦେ. ବି. (ଫା ବେଗାଫିଲ୍) ବେକୁବୀ — Silliness; folly
- ବୈଦେ. ବିଣ (ଫା) — ଅସାବଧାନ — Careless
- ବୈଦେ. ବିଣ (ଫା) — ନିର୍ବୋଧ — Foolish
- ବୈଦେ. ବିଣ (ଫା) — ଯେ କାର୍ଯ୍ୟରେ ହେଳା କରେ — Negligent