ବେ ଖାପ୍ Be-khāp

  • ବୈଦେ. ବିଣ—(ଫା) — ଯାହା ଅନ୍ୟ ବସ୍ତୁ ସଙ୍ଗେ ଠିକ୍ମତେ ଖାପ ଖାଏ ନାହିଁ — Unfitting; not tallying with another thing; incongruous
  • ବୈଦେ. ବିଣ—(ଫା) — ଅସମାନ — Unequal