ବେ କାଇଦା Be-kāidā
- ବୈଦେ. ବିଣ (ଫା. ବେ+କାୟଦା=ନିୟମ) — ବିଶୃଙ୍ଖଳା; ଅନିୟମିତ — Irregular
- ବୈଦେ. ବିଣ (ଫା. ବେ+କାୟଦା=ନିୟମ) — ଅନାୟତ୍ତ; ଅଶାସିତ — Uncontrolled; unruly; undisciplined
- ବୈଦେ. ବିଣ (ଫା. ବେ+କାୟଦା=ନିୟମ) — ବେଇଜତ (ଦେଖ) — Beijata (See)
- ବୈଦେ. ବିଣ (ଫା. ବେ+କାୟଦା=ନିୟମ) — ବେଆଇନ୍ — Illegal
- ବୈଦେ. ବି. (ଫା) — ଶାସନର ଅଭାବ — Want of discipline
- ବୈଦେ. ବି. (ଫା) — ବିଶୃଙ୍ଖଳା — Irregularity