ବେ ଓଜରି Be-ojari

  • ବୈଦେ. ବି. (କଚେରିଆ) (ଫା. ବେ+ଉଜ୍ର=ଆପତ୍ତି) — ଆପତ୍ତିବିହୀନ — Inexcusable; without objection or excuse
  • ବୈଦେ. ବି. (କଚେରିଆ) (ଫା. ବେ+ଉଜ୍ର=ଆପତ୍ତି) — ଯାହା ସମ୍ବନ୍ଧେ ଆପତ୍ତି କରା ନ ଯାଏ — Not objected to
  • ବୈଦେ. କ୍ରି. ବିଣ — ବିନା ଆପତ୍ତିରେ — Without objection