ବେ ଏକରାର୍ Be-ekarār
- ବୈଦେ. ବି (କଚିରିଆ) (ପା. ବେ+ଇକ୍ରାର୍ =ସ୍ୱୀକାର; ସର୍ତ୍ତ) — ଅସ୍ୱୀକାର — Refusal; denial
- ବୈଦେ. ବି (କଚିରିଆ) (ପା. ବେ+ଇକ୍ରାର୍ =ସ୍ୱୀକାର; ସର୍ତ୍ତ) — ସର୍ତ୍ତହୀନତା — Want of conditions
- ବୈଦେ. ବି (କଚିରିଆ) (ପା. ବେ+ଇକ୍ରାର୍ =ସ୍ୱୀକାର; ସର୍ତ୍ତ) — ଅଭିଯୁକ୍ତ ବ୍ୟକ୍ତିର ଅପରାଧର ଅସ୍ୱୀକାର — Denial of guilt by the accused