ବେ ଉଆରସ୍ Be uāras

  • ବୈଦେ. ବିଣ. (କଚିରିଆ)—(ଫା. ବେୱାରିସ୍ — ଯାହାର କେହି ଉତ୍ତରାଧିକାରୀ ନ ଥାଏ; ନାଉଆରସ୍ (ବ୍ୟକ୍ତି) — Heirless (Person)
  • ବୈଦେ. ବିଣ. (କଚିରିଆ)—(ଫା. ବେୱାରିସ୍ — ନିର୍ବଂଶ — Issueless
  • ବୈଦେ. ବିଣ. (କଚିରିଆ)—(ଫା. ବେୱାରିସ୍ — ଯେଉଁ ସମ୍ପତ୍ତିରେ କେହି ଦାବୀଦାର୍ ନ ଥାଏ — (Property) Having no claimant; unclaimed
  • ବୈଦେ. ବିଣ. (କଚିରିଆ)—(ଫା. ବେୱାରିସ୍ — ଅସ୍ୱାମିକ (ସମ୍ପତ୍ତି); ଅଧିକାରୀ ବିହୀନ — Ownerless