ବେ ଇଲାକାଦାର୍ Be ilākādār

  • ବୈଦେ. ବିଣ. (ଫା. ବେ+ଇଲାକା=ସମ୍ପର୍କ+ ଦାର୍; କଚିରିଆ ଭାଷା) — ସମ୍ପର୍କରହିତ; ନିଃସ୍ୱତ୍ୱବାନ୍ — Divested of all connections; divested of all property-right
  • ବୈଦେ. ବିଣ. (ଫା. ବେ+ଇଲାକା=ସମ୍ପର୍କ+ ଦାର୍; କଚିରିଆ ଭାଷା) — (ଯଥା—ଆଜିଠାରୁ ଆମ୍ଭେ ବାୟା ଏ ବିକ୍ରୟ ସମ୍ପତ୍ତିରେ ନିସତ୍ତ୍ୱବାନ୍ ଓ ବେଇଲାକାଦାର୍ ହେଲୁ । କବାଲାସର୍ତ୍ତ) ।