ବେ ଇନିଶାଫ୍ Be iniṡāph

  • ବୈଦେ. ବି. (ଫା. ବେ+ଇନ୍ସାଫ୍=ନ୍ଯାୟ— ବିଚାର) — ଅନ୍ୟାୟ; ଅବିଚାର — Injustice; inequity
  • ବୈଦେ. ବିଣ — ଅନ୍ୟାୟ; ନ୍ଯାୟ ବିରହିତ — Unrighteous; inequitable