ବେ ଇଜତିଆ Be ijatiā
- ବୈଦେ. ବିଣ (ପା. ବେଇଜ୍ଜତ୍) — ଅସମ୍ମାନିତ; ଅବମାନିତ; ଅପଦସ୍ଥ; ଲାଞ୍ଛିତ — Dishonoured; disgraced; insulted
- ବୈଦେ. ବିଣ (ପା. ବେଇଜ୍ଜତ୍) — ଯେ ଅନ୍ୟକୁ ଅବମାନିତ ବା ଲାଞ୍ଛିତ କରେ — Insulting or disgracing others
- ବୈଦେ. ବିଣ (ପା. ବେଇଜ୍ଜତ୍) — ସ୍ତ୍ରୀର ସମ୍ଭ୍ରମନାଶକାରୀ — Outraging female modesty
- ବୈଦେ. ବିଣ (ପା. ବେଇଜ୍ଜତ୍) — ଅସମ୍ମାନଜନକ — Disrespectful; dishonourable