ବୃହସ୍ପତି Bṛuhaspati

  • ସଂ. ବି. (ବୃହତ୍+ପତି; ନିପାତନସିଦ୍ଧ) — ଦେବଗୁରୁ; ସୁରାଚାର୍ଯ୍ଯ — The spiritual preceptor of the gods
  • ସଂ. ବି. (ବୃହତ୍+ପତି; ନିପାତନସିଦ୍ଧ) — ନବଗ୍ରହ ମଧ୍ୟରୁ ପଞ୍ଚମଗ୍ରହ — The planet Jupitor
  • ସଂ. ବି. (ବୃହତ୍+ପତି; ନିପାତନସିଦ୍ଧ) — ଧର୍ମଶାସ୍ତ୍ର ପ୍ରଣେତା ଋଷି— ବିଶେଷ — Name of a sage, the author of a code of Hindu law
  • ସଂ. ବି. (ବୃହତ୍+ପତି; ନିପାତନସିଦ୍ଧ) — ଧର୍ମଶାସ୍ତ୍ର ପ୍ରଣେତା ଚାର୍ବାକ ମୁନି — Sage Chārbāka
  • ସଂ. ବି. (ବୃହତ୍+ପତି; ନିପାତନସିଦ୍ଧ) — ବୃହସ୍ପତିଙ୍କ ପରି ମହାପଣ୍ଡିତ ବ୍ୟକ୍ତି — A very learned man (compared with Bṛuhaspati)