ବୃହସ୍ପତି ଗୋଚର ଫଳ Bṛuhaspati gochara phaḻa

  • ସଂ. ବି — (ଜ୍ୟୋତିଷ) ଜ୍ୟୋତିଷ ଗଣନା ଅନୁସାରେ ବୃହସ୍ପତି ଗ୍ରହଙ୍କର ଭିନ୍ନ ଭିନ୍ନ ଅବସ୍ଥିତିଜନିତ ମନୁଷ୍ୟ ଜୀବନରେ ଭିନ୍ନ ଭିନ୍ନ ଫଳ ଘଟିବା ଅବସ୍ଥା — The fortunes of a person according to the position of the planet Jupitor calculated by astrology
  • ସଂ. ବି — [ଦ୍ର—ବୃହସ୍ପତି ଜନ୍ମ ବା ପ୍ରଥମ ରାଶିରେ ଥିଲେ ଭୟ, ଦ୍ୱିତୀୟ ଅର୍ଥଲାଭ, ତୃତୀୟରେ ଶରୀରପୀଡ଼ା, ଚତୁର୍ଥରେ ଅର୍ଥନାଶ, ପଞ୍ଚମରେ ଶୁଭ, ଷଷ୍ଠରେ ଶତ୍ରୁବୃଦ୍ଧି, ସପ୍ତମରେ ସୁଖ, ଅଷ୍ଟମରେ ଅର୍ଥନାଶ, ନବମରେ ସୁତାର୍ଥ ଲାଭ, ଦଶମରେ ଅଶୁଭ, ଏକାଦଶରେ ଧନଲାଭ ଓ ଦ୍ୱାଦଶରେ ଧନାଗମ ହୁଏ ।]