ବୃହଦ୍ରଥ Bruhadratha
- ସଂ. ବି. (ବୃହତ୍+ରଥ) — ଇନ୍ଦ୍ର — Indra
- ସଂ. ବି. (ବୃହତ୍+ରଥ) — ଜରାସନ୍ଧର ପିତା — Father of Jārāsandha
- ସଂ. ବି. (ବୃହତ୍+ରଥ) — ଯଜ୍ଞପାତ୍ର — Sacrificial pot
- ସଂ. ବି. (ବୃହତ୍+ରଥ) — ବୈଦିକ ମନ୍ତ୍ର ବିଶେଷ — Name of a vedic formula
- ସଂ. ବି. (ବୃହତ୍+ରଥ) — ସାମବେଦର ଅଂଶ — Part of the Sāma beda