ବୃହଦ୍ଧନ୍ତୀ Bṛuhaddantī

  • ସଂ. ବି — ଏକ ପ୍ରକାର ଦନ୍ତୀ ବା ବୃକ୍ଷବିଶେଷ — Croton polyandrum plant
  • ସଂ. ବି — [ଦ୍ର—ଏହାର ପତ୍ର ଏରଣ୍ଡପତ୍ର ପରି ବଡ଼। ଏହା ଔଷଧରେ ବ୍ୟବହୃତ ହୁଏ।]