ବୃହଦଶ୍ୱ Bṛuhadaṡwa

  • ସଂ. ବି — (ନାମ) ଋଷିବିଶେଷ — A sage
  • ସଂ. ବି — (ଉ—ହରିତ ଶୌନକ କାଶ୍ୟପ ବୃହଦଶ୍ୱ। କୃଷ୍ଣସିଂହ. ମହାଭାରତ ବନ।)