ବୃହତ୍ତ୍ୱକ Bṛuhat-twak

  • ସଂ. ବିଣ. (ବହୁବ୍ରୀହି; ବୃହତ୍+ ତ୍ୱଚ୍; 1 ମା. 1 ବ) — ଯାହାର ଚମଡ଼ା ବା ଛାଲ ମୋଟା — Thick-skinned; thick-rinded; thick-barked
  • ସଂ. ବି — ସପ୍ତପର୍ଣ୍ଣୀ (ବୃକ୍ଷ) (ହି. ଶ.) — Echites Scholaris (tree)