ବୃହଚ୍ଛଳ୍କ Bruhachchhaḻka

  • ସଂ. ବିଣ (ବୃହତ୍ ଶଳ୍କ+ବହୁବ୍ରୀହି; ସନ୍ଧିରେ ତ+ଶ=ଚ୍ଛ) — ବଡ଼କାତି ଯୁକ୍ତ — Having big scales
  • ସଂ. ବି — ଚିଙ୍ଗୁଡ଼ି ମାଛ — Shrimp
  • ସଂ. ବି — ବଡ଼କାତିଆ ମାଛ — Fish with large scales