ବୃଷ୍ଟି Bṛushṭi

  • ସଂ. ବି (ବୃଷ୍ ଧାତୁ+ ଭାବ. ତି) — ବର୍ଷଣ; ମେଘରୁ ଜଳ ପତନ; ବରଷା — Raining; a shower of rain
  • ସଂ. ବି (ବୃଷ୍ ଧାତୁ+ ଭାବ. ତି) — ବର୍ଷାଜଳ — Rain water
  • ସଂ. ବି (ବୃଷ୍ ଧାତୁ+ ଭାବ. ତି) — ଆକାଶରୁ ଧାରାକାରରେ ପଡ଼ିବା କୌଣସି ବସ୍ତୁ — A shower or downpour of any thing like rain
  • ସଂ. ବି (ବୃଷ୍ ଧାତୁ+ ଭାବ. ତି) — ବୃଷ୍ଟିଧାରା ପରି ଅବିରତ ଘଟିବା କର୍ମ — A volly or copious shower of some thing
  • ସଂ. ବି (ବୃଷ୍ ଧାତୁ+ ଭାବ. ତି) — (ଯଥା—ଶର ବୃଷ୍ଟି, ଅସ୍ତ୍ର ବୃଷ୍ଟି ଗାଳି ବୃଷ୍ଟି, ମାଡ଼ ବୃଷ୍ଟି, ବିଧା ବୃଷ୍ଟି।)