ବୃଷ୍ଟିଭୂ Bṛushṭibhū

  • ସଂ. ବି (ବୃଷ୍ଟି+ଭୂ ଧାତୁ+କର୍ତ୍ତୃ. କ୍ୱିପ୍) — ଭେକ; ବେଙ୍ଗ — Frog
  • ସଂ. ବିଣ — ବୃଷ୍ଟିଭବ (ଦେଖ) — Bṛushṭibhaba (See)