ବୃଷ୍ଟି ଜୀବନ Bṛushṭi jībana
- ସଂ. ବିଣ. (ବହୁବ୍ରୀହି) — ବୃଷ୍ଟିପାତଦ୍ୱାରା ଶସ୍ୟ ଉତ୍ପନ୍ନ ହେଉଥିବା (ଦେଶ) — (a country) Nourished or watered by rain
- ସଂ. ବିଣ — ବୃଷ୍ଟିପାତଦ୍ୱାରା ବର୍ଦ୍ଧିତ ଶସ୍ୟରେ ପାଳିତ ଦେଶ — A country depending upon crops raised with the help of rain-water
- ସଂ. ବିଣ — ଚାତକପକ୍ଷୀ — The Indian swift