ବୃଷ୍ଟି କରିବା Bṛushṭi karibā
- ଦେ. କ୍ରି — ଜଳ ବରଷାଇବା — To rain
- ଦେ. କ୍ରି — ବୃଷ୍ଟି ଜଳ ପରି ଢାଳିବା — To pour in showers
- ଦେ. କ୍ରି — (ଉ—ଅଛି ସେ ସଙ୍କଟ ଯହିଁ ମ୍ଳେଚ୍ଛ ଥାଟେ କରିଲେ ପ୍ରତାପ ମରଣ ବୃଷ୍ଟି—ନନ୍ଦକିଶୋର. କୃଷ୍ଣକୁମାରୀ।)
- ଦେ. କ୍ରି — ଅବିରତ ଭାବରେ କୌଣସି କାର୍ଯ୍ୟ କରିବା — To deal a thing (e.g. blow) copiously
- ଦେ. କ୍ରି — (ଯଥା—ମାଡ଼ ବୃଷ୍ଟି କରିବା, ଗାଳି ବୃଷ୍ଟି କରିବା।)