ବୃଷ୍ (ଧାତୁ) Bṛush (root)

  • ସଂ — ବର୍ଷଣ କରିବା — To rain down; to pour down; to shower
  • ସଂ — ପ୍ରଭୁ ହେବା — To be master or lord; to be powerful
  • ସଂ — ଝରାଇବା; ବୁହାଇବା — To shed; to pour forth (Apte)
  • ସଂ — ଓଦା କରିବା; ବତୁରାଇବା — 4. To moisten (Apte)
  • ସଂ — ଉତ୍ପନ୍ନ କରିବା; ଜନ୍ମ କରିବା — To produce; to engender (Apte)
  • ସଂ — ଆଘାତ କରିବା — To strike; to hurt (Apte)