ବୃଷୋତ୍ସର୍ଗ Bṛushotsarga
- ସଂ. ବି — ମୃତ ବ୍ୟକ୍ତିର ଅଶୌଚ ଗତ ହେବାର ଦ୍ୱିତୀୟ ଦିବସରେ (ଆମଦେଶରେ ମୃତାହାର ଦ୍ୱାଦଶ ଦିନ) ଚାରିଆଡ଼େ ଅଣ୍ଡିରା ଅଧରା ବାଛୁରୀଙ୍କ ପିଚାରେ ତାତିଲା ଲୁହାଦ୍ୱାରା ତ୍ରିଶୂଳ ଚିହ୍ନିତ କରି ସେମାନଙ୍କୁ ଛାଡ଼ିଦେବାରୂପ ଶ୍ରାଦ୍ଧ ଓ ଯଜ୍ଞକ୍ରିୟା — A vedic rite performed on the 12th day of a person's death; consisting of letting loose 4 male calves after branding them with the sign of trident