ବୃଷାସୁର Bṛushāsura

  • ସଂ. ବି — ଭସ୍ମାସୁର ଦୈତ୍ୟ; ବୃକାସୁର (ଦେଖ) — Name of a demon
  • ସଂ. ବି — ଶ୍ରୀକୃଷ୍ଣଙ୍କଦ୍ୱାରା ନିହତ ଷଣ୍ଡାସୁର ରାକ୍ଷସ — Name of a demon who assumed the form of a bull and was killed by Srīkṛushṇa