ବୃଷାଭାନୁ Bṛusha bhānu

  • ସଂ. ବି. — ରାଧିକାଙ୍କ ପିତା — Father of Rādhā
  • ସଂ. ବି. — [ଦ୍ର—ଏ ପୁରାଣାନୁସାରେ ନାରାୟଣଙ୍କ ଅଂଶରେ ଉତ୍ପନ୍ନ ହୋଇଥିଲେ। ଏହାଙ୍କ ପିତାଙ୍କ ନାମ ସୁରଭାନୁ ଓ ମାତାଙ୍କ ନାମ ପଦ୍ମାବତୀ। ଏ ଗୋକୁଳର ଜଣେ ବଡ଼ ସରଦାର ଥିଲେ ଓ ପ୍ରଥମେ ରାବଳ ଗ୍ରାମରେ ରହୁଥିବା ଅବସ୍ଥାରେ ସେଠାରେ ରାଧିକାଙ୍କର ଜନ୍ମ ହୋଇଥିଲା। ଏ କଂସର ଉପଦ୍ରବରୁ ସେଠାରୁ ଆସି ଗୋକୁଳରେ ବାସ— କଲେ।]