ବୃଷାକପାୟୀ Bṛushākapāyī

  • ସଂ. ବି. ସ୍ତ୍ରୀ (ବୃଷାକପି+ଈ) — ଲକ୍ଷ୍ମୀ — Lakshmī
  • ସଂ. ବି. ସ୍ତ୍ରୀ (ବୃଷାକପି+ଈ) — ଗୌରୀ — pār-batī
  • ସଂ. ବି. ସ୍ତ୍ରୀ (ବୃଷାକପି+ଈ) — କୁମାରୀ — A virgin
  • ସଂ. ବି. ସ୍ତ୍ରୀ (ବୃଷାକପି+ଈ) — ଅଗ୍ନି—ପତ୍ନୀ ସ୍ୱାହା — The wife of the God of fire
  • ସଂ. ବି. ସ୍ତ୍ରୀ (ବୃଷାକପି+ଈ) — ଶଚୀ — Wife of Indra
  • ସଂ. ବି. ସ୍ତ୍ରୀ (ବୃଷାକପି+ଈ) — ଜୀବନ୍ତୀ — A medicinal plant
  • ସଂ. ବି. ସ୍ତ୍ରୀ (ବୃଷାକପି+ଈ) — ଶତାବରୀ — Asparagus Racemosus