ବୃଷପର୍ବା Bṛushaparbā

  • ସଂ. ବି — ଶିବ — Ṡiba
  • ସଂ. ବି — ଦୈତ୍ୟ ବିଶେଷ; ଶର୍ମିଷ୍ଠାଙ୍କ ପିତା — Name of a demon. King, father of Ṡarmishṭhā
  • ସଂ. ବି — [ଦ୍ର—ଶୁକ୍ର ଏହାଙ୍କ ଗୁରୁ ଥିଲେ। ଗୁରୁଙ୍କ ପରାମର୍ଶ କ୍ରମେ ଏ ବହୁକାଳ ଦେବତାମାନଙ୍କ ସଙ୍ଗେ ପ୍ରତିଦ୍ୱନ୍ଦିତା କରିଥିଲେ। ଏହାଙ୍କ କନ୍ଯା ଶର୍ମିଷ୍ଠାଙ୍କୁ ଯଯାତି ବିବାହ କରିଥିଲେ।]
  • ସଂ. ବି — ବିରୁଡ଼ି — Wasp
  • ସଂ. ବି — କଶେରୁ; କେଶୁର ତୃଣ — A kind of grass
  • ସଂ. ବି — ବିଷ୍ଣୁ (ହି. ଶ) — Bishṇu