ବୃଷଦଂଶ Bṛusha daṁṡa

  • ସଂ. ବି—(ବୃଷ=ମୂଷା+ଦନଶ୍ ଧାତୁ+କର୍ତ୍ତୃ. ଅ) — ବିରାଡ଼ି — Cat
  • ସଂ. ବି—(ବୃଷ=ମୂଷା+ଦନଶ୍ ଧାତୁ+କର୍ତ୍ତୃ. ଅ) — (ଉ—ବୃଷଦଂଶରୂପେ ପଳାୟିତ ଋଷି ଆସୁ। ଭଞ୍ଜ. ବୈଦେହୀଶ ବିଳାସ।)