ବୃଷକେତୁ Bṛushaketu
- ସଂ. ବି — ଅଙ୍ଗରାଜ ଦାତା କର୍ଣ୍ଣଙ୍କ ପୁତ୍ର — The son of Karṇṇa, the munificent king
- ସଂ. ବି — [ଦ୍ର—ଓଡ଼ିଆରେ ଏହାଙ୍କୁ 'ବିଶିକେଶନ' ବୋଲାଯାଏ; କୁରୁକ୍ଷେତ୍ର ଯୁଦ୍ଧରେ କର୍ଣ୍ଣ ନିହତ ହେବାରୁ ଏ ପାଣ୍ଡବ ମାନଙ୍କର ଆଶ୍ରୟାର୍ଥୀ ହେଲେ ଓ ପାଣ୍ଡବମାନେ ଏହାଙ୍କୁ ଭ୍ରାତୁଷ୍ପୁତ୍ରଜ୍ଞାନରେ ଗ୍ରହଣ କଲେ—ସୁବଳଚନ୍ଦ୍ର।]